ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଇନ୍ସପେକ୍ଟର ସ୍ତରୀୟ ଅଦଳବଦଳ

0
388

ବ୍ରହ୍ମପୁର, ୨୭/୮/୧୯ ;ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଇନ୍ସପେକ୍ଟର ସ୍ତର ରେ ଅଦଳବଦଳ କରାଯାଇଛି। ଏ ସଂପର୍କ ରେ ବ୍ରହ୍ମପୁର ପୋଲିସ ଜିଲ୍ଲା କାଯ୍ୟାଳୟ ପକ୍ଷ ରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇନ୍ସପେକ୍ଟର ସୁରେଶ କୁମାର ତ୍ରିପାଠୀ ଙ୍କୁ ଟାଉନ ଥାନା, ଇନ୍ସପେକ୍ଟର ସନ୍ତୋଷୀନୀ ଓରାମ ଙ୍କୁ ସଦରଥାନା, ଇନ୍ସପେକ୍ଟର ଉଦୟନାଥ ସେଠୀଙ୍କୁ ବିଦୂଃତ ଥାନା, ଇନ୍ସପେକ୍ଟର ଦେବାଶିଷ ମହାନ୍ତି ଙ୍କୁ ଟ୍ରାଫିକ ଥାନା, ଇନ୍ସପେକ୍ଟର ସୁମନ୍ତ କିଶାନ ଙ୍କୁ ବି. ଏନ. ପୁର ଥାନା,ବସନ୍ତ କୁମାର ସେଠୀଙ୍କୁ ଦିଗପହଣ୍ଡି ଥାନା, ଇନ୍ସପେକ୍ଟର ଗୌରାଙ୍ଗ ଚରଣ ସାହୁଙ୍କୁ ମେରାଇନ ଥାନା, ଇନ୍ସପେକ୍ଟର ଭାବନନ୍ଦ ପ୍ରଧାନ ଙ୍କୁ ଡିଏଚପିଅାରସିଥାନା ରେ ନିଯୁକ୍ତି ଦିଆଯାଇଥିବା ଜଣାଯାଇଛି

LEAVE A REPLY

Please enter your comment!
Please enter your name here