ହିଞ୍ଜିଳି, ଆସ୍କା, ସୋରଡା ଓ ପୋଲସରା ରେ ହେବ ମଳ ଉପଚାର ପ୍ଲାଣ୍ଟ

0
423

ଛତ୍ରପୁର,୩୧/୮/୧୯;ଆଜି ସ୍ବାୟତ୍ତ ଶାସନ ଦିବସ ଅବସରରେ ,ଛତ୍ରପୁର ଜିଲ୍ଲାପାଳ ଅଫିସ ଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡ଼ିଓ କନପ୍ରେନସିଂ ମାଧ୍ୟମରେ ହିଂଜିଳି,ଆସ୍କା,ସୋରଡ଼ା ଓ ପୋଲସରା ଠାରେ ମଳ ଉପଚାର ପ୍ଲାଣ୍ଟ ଶୁଭ ଉଦଘାଟନ କରାଯାଇଛି। ସାଂସଦ ଆସ୍କା ପ୍ରମିଳା ବିଷୋୟୀ ,ବିଧାୟିକା ଆସ୍କା ମଞୁଳା ବିଷୋୟୀ,ବିଧାୟକ ସୋରଡ଼ା ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ,ଜିଲ୍ଲାପାଳ ଗଞ୍ଜାମ ବିଜୟ ଅମୃତ କୁଲାଙ୍ଗେ, ବିଧାୟକ ପୋଲସରା ଶ୍ରୀ କାନ୍ତ ସାହୁ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here