ବ୍ରହ୍ମପୁର ଖାଉଟି ଅଦାଲତ ଟି ଜିଲ୍ଲା ଦେୱାନୀ ଓ ଦୌରା ଅଦାଲତ ପରିସର କୁ ସ୍ଥାନାନ୍ତର ପାଇଁ ଦାବୀ

0
253

ବ୍ରହ୍ମପୁର ଖାଉଟି ଅଦାଲତ ଟି ଜିଲ୍ଲା ଦେୱାନୀ ଓ ଦୌରା ଅଦାଲତ କ୍ଷେତ୍ର ଭିତରକୁ ଅଣାଯିବା କୁ ଆଇନଜୀବୀ ମନୋଜ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ଙ୍କୁ ଦାବୀ ଜଣାଇଛନ୍ତି

ବ୍ରହ୍ମପୁର ସ୍ଥିତ ଖାଉଟି ଅଦାଲତ ଟି ନେହୁରୁ ନଗର ୯ମ ସାରଣୀ ଥିବା ଯୋଗୁଁ ଖାଉଟି ମହକିଲ ଓକିଲ ମାନେ ମୁଖ୍ୟ ଅଦାଲତ ପରିସରରୁ ପାଞ୍ଚ କିଲୋମିଟର ଯାଇ ମାମଲା ଲଢ଼ିବା ସମ୍ଭବପର ହେଉ ନାହିଁ l

ଯାହାଫଳରେ ଖାଉଟି ଠକି ହେଉ ଥିଲେ ମଧ୍ୟ ନ୍ୟାୟ ପାଇବାରେ ବଞ୍ଚିତ ହେଉଛନ୍ତି l
ଖାଉଟି ଅଦାଲତ କୁ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଦେୱାନୀ ଓ ଦୌରା ଅଦାଲତ ପରିସର ଭିତରକୁ ସ୍ତାନାନ୍ତର କରାଗଲେ ବହୁ ଖାଉଟି ନ୍ୟାୟ ପାଇବାରେ ସୁବିଧl ହୋଇପାରିବ ବୋଲି ଆଇନଜୀବୀ ମନୋଜ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here