ବରିଷ୍ଠ ସାମ୍ବାଦିକ ଗିରିଷ କୁମାର ପାଢୀ ଙ୍କ ଅକାଳ ବିୟୋଗ

0
278

ବ୍ରହ୍ମପୁର(୦୮/୦୯/୧୯)ଗଂଜାମ ଜିଲ୍ଲା ର ଜଣାଶୁଣ। ସାମ୍ବାଦିକ ଦୈନିକ ସମୟ ଓ ପ୍ରମେୟ ର ସବଡିଭିଜିନାଲ ପ୍ରତିନିଧି ଗିରିଷ କୁମାର ପାଢୀ ଙ୍କ ଆଜି ପୂର୍ବାହ୍ନ ଚାରିଟା ବେଳେ ବୁଗୁଡା ଅରବିନ୍ଦ ନଗର ସ୍ଥିତ ବାସଭବନ ରେ ପରଲୋକ ହେଇଯାଇଚି। ମୂର୍ତ୍ୟ ବେଳେକୁ ତାଙ୍କୁ ୫୪ ବର୍ଷ ହେଇଥିଲା।ଶ୍ରୀ ପାଢ଼ୀ ଜଣେ ନିର୍ଭୀକ ଓ ସାଲିଶ ବିହିନ ସାମ୍ବାଦିକ ଭାବେ ପରିଚିତ ଅଟନ୍ତି। ମୂର୍ତ୍ୟ ଖବର ପ୍ରଚାରିତ ହେବା ପରେ ଶୋକ ର ଛାୟା ଖେଳିଯାଇଛି। ମୂର୍ତୁ ଖବର ପାଇବା ପରେ ବୁଗୁଡା ଅଂଚଳ ର ବିଭିନ୍ନ ସାମ୍ବାଦିକ ଓ ରାଜନୀତିକ ନେର୍ତୁବୃନ୍ଦ ତାଙ୍କ ବାସ ଭବନ ରେ ପହଂଚି ଶେଷ ଦର୍ଶନ କରିଛିନ୍ତି।

ଜାତୀୟ ସାମ୍ବାଦିକ ୟୁନିଅନ ର ଓଡ଼ିଶା ଶାଖା ସଭାପତି ଶ୍ରୀ ରବି ରଥ ପାଢ଼ୀ ଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରି ଜଣେ ନିର୍ଭୀକ,ନିଷ୍ଠାପର ସାମ୍ବାଦିକ ଙ୍କୁ ହରାଇଲା ବୋଲି କହି ଶୋକ ସଂତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here