ବ୍ରହ୍ମପୁର ରୁ ବାଲିଗୁଡା ଯାଉ ଥିବା ବସ ସହ ଟ୍ରକ ଦୁର୍ଘଟଣା ଗ୍ରସ୍ତ

0
179

ଆଜି ସନ୍ଧ୍ୟା ସମୟରେ ବସଟି ଘାଟି ଉଠୁ ଥିବା ବେଳେ ଗୋଟିଏ ଅଟା ବୋଝେଇ ଟ୍ରକ ଭାର ସମ୍ୟ ହରାଇ ପିଟି ହୋଇଥିଲା ଯାହା ଫଳରେ ଟ୍ରକ ଟି ଘଟଣା ସ୍ଥଳରେ ଓଲଟି ଯାଇଥିଲା ଡ୍ରାଇଭର ଆହତ ହେବା ସହ କିଛି ଯାତ୍ରୀ ମଧ୍ୟ୍ୟ ଆହତ ହେବାର ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଅାମ୍ୱୁଲାନ୍ସ ପହଞ୍ଚି ଉଦୟଗିରି ମେଡିକାଲକୁ ଅଣାଯାଇଥିଲା

LEAVE A REPLY

Please enter your comment!
Please enter your name here