ଶିକ୍ଷା ଓ ସ୍ବାସ୍ଥ୍ଯ ସମସ୍ୟା ଉପରେ ଆଇନଜୀବୀ ଓ ସଭ୍ଯ ସମାଜ ର ଆଲୋଚନା ଚକ୍ର

0
365

ବ୍ରହ୍ମପୁର, ୮/୯- ଆଜି ବ୍ରହ୍ମପୁର ସ୍ଥିତ ଇକୋସ ଆଇ ହସପିଟାଲ ସମ୍ମଳନି କକ୍ଷ ରେ ଶିକ୍ଷା ଓ ସ୍ବାସ୍ଥ୍ଯ ସମସ୍ୟା ଉପରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ଯ ଓ ଶିକ୍ଷା ଫୋରମ୍, ଗଞ୍ଜାମ ଓଡ଼ିଶା ଦ୍ବାରା ଅୟୋଜିତ ଏହି କର୍ମଶାଳା କୁ ଗଞ୍ଜାମ ଓକିଲ ସଂଘ ର ସଂପାଦକ ବରିଷ୍ଠ ଆଇନଜୀବୀ ଭଗବାନ ସାହୁ ଓ ସୁଧାଂଶୁ ପଣ୍ଡା ଉଦଘାଟନ କରିଥିଲେ। ଏହି କର୍ମଶାଳା ରେ ୬୦ ଉର୍ଦ୍ଧ ଆଇନଜୀବୀ ଓ ସାମୁହିକ ସଭ୍ଯ ସମାଜ ର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here