ଗାଙ୍ଗପୁର ଥାନାରେ ନୁଆ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

0
220

ବେଲଗୁଣ୍ଠା-୧୨/୯-ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଧୀରେଶ କୁମାର ଦାସ ଯୋଗଦେଇଛନ୍ତି ।ସେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଅ ଥାନାର ଓଆଇସି ଭାବେ କାର୍ଯ୍ୟ କରିଆସୁଥିଲେ ।ପଦୋନ୍ନତି ପାଇ ଗାଙ୍ଗପୁର ଥାନାରେ ଯୋଗ ଦେଇଛନ୍ତି ।ପୁର୍ବରୁ ଗାଙ୍ଗପୁର ଥାନାରେ ଥିବା ଆଇଆଇସି ସତ୍ୟରଞ୍ଜନ ପ୍ରଧାନଙ୍କ ଖଲ୍ଲିକୋଟ ଥାନାକୁ ବଦଳି ହୋଇଛି ।ଶ୍ରୀ ଦାସ ଏଠାରେ ଯୋଗ ଦେବାପରେ ଅସାମାଜିକ ଯୁବକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାସହ ପୋଲିସ ପେଟ୍ରୋଲିଂ କଡାକଡି କରାଯିବ, ଲୋକଙ୍କୁ ସଚେତନ କରିଯାଇ ଛୋଟମୋଟ ସମାସ୍ୟାକୁ ଆମ ପୋଲିସ ସମିତି ମାଧ୍ୟମରେ ସମାଧାନ କରିବାକୁ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here