ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ପାଳନ

0
186

ବ୍ରହ୍ମପୁର,୨୧/୯-ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ଚାଲି ଥିବା ସେବା ସପ୍ତାହ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ କନିସି ବାଳ ଆଶ୍ରମ ରେ ପାଳିତ ହୋଇଯାଇଛି।ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗ ଦେବ ଙ୍କ ନେତୃତ୍ୱ ରେ ସାଧାରଣ ସମ୍ପାଦକ ଵିକେଶ ପାଣିଗ୍ରାହୀ ଉପସଭାପତି ପ୍ରିୟ ରଞ୍ଜନ ବେହେରା ସମ୍ପାଦକ କିରଣ ସାହୁ, ସମୀର ବ୍ରହ୍ମା, ଶିବ ନାୟକ, ତୁମ୍ବେଶ୍ୱର ନାୟକ ସିଦ୍ଧାର୍ଥ ପଣ୍ଡା, କମଲ ପାତ୍ର, ମଧୁସୂଦନ ସାହୁ, ସତୀଶ ସ୍ୱରୂପ ଜେନା, ମନୋଜ ମହାରଣା, ରବୀନ ସାହୁ, ନବୀନ ପ୍ରମୁଖ ଯୋଗ ଦେଇ ଖାତା, ପେନ, ପେନସିଲ, ରବର ଇତ୍ୟାଦି ବଣ୍ଟନ କରାଯାଇଥିଲା

LEAVE A REPLY

Please enter your comment!
Please enter your name here