ଛତ୍ରପୁର ନିର୍ବାଚନ ମଣ୍ଡଳୀ ରେ ଅହିଂସା ରଥ ପରିକ୍ରମା ଓ ଦସ୍ତଖତ ଅଭିଯାନ

0
189

ଛତ୍ରପୁର,୨୨/୯/:ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଜନ ସଚେତନା ଓ ଅହିଂସା କୁ ଭାରତୀୟ ସମ୍ଭିଧାନର ମୁଖବନ୍ଧ ସାମିଲ ନିମନ୍ତେ ଦସ୍ତଖତ ଅଭିଯାନ ବା ଅହିଂସା ରଥ ପରିକ୍ରମା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କାଳିପଲ୍ଲୀରୁ ଆରମ୍ଭ ହୋଇ ରମ୍ଭା ନିକଟରେ ସମାପ୍ତ ହୋଇଅଛି l ଏହି ଅଭିଯାନରେ ବହୁ ସଂଖ୍ୟାରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ, ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ମହିଳା, ସମାଜସେବୀ, ସରପଞ୍ଚ, ସମିତି, ୱାର୍ଡ ସଭ୍ୟ, ଜନସାଧାରଣ, ବିଜେଡି ନେତୃମଣ୍ଡଳୀ ଓ କର୍ମୀ ମାନେ ଯୋଗଦେଇଆସିଛନ୍ତି l

LEAVE A REPLY

Please enter your comment!
Please enter your name here