ଛତ୍ରପୁର ରେ ବିଜେଡି ର ସଭ୍ଯ ସଂଗ୍ରହ ଅଭିଯାନ

0
193

ଛତ୍ରପୁର, ୨୨/୯- ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ ନମ୍ବର ଜୋନ ର ରଘୁନାଥପୁର ସ୍ଥିତ ମା ଗୋଜବାୟାଣୀ ପୀଠରେ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ୧୯ ନମ୍ବର ଜୋନ ର ସମସ୍ତ ସରପଞ୍ଚ, ସମିତି ଓ ନେତୃବୃନ୍ଦ ସମେତ ବିଧାୟକ ସୁଭାଷ ବେହେରା ଯୋଗଦେଇ ସଦସ୍ୟତା ଅଭିଯାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି l

LEAVE A REPLY

Please enter your comment!
Please enter your name here