ଧରାକୋଟ :ବଡଧରଣ ର ଜୁଆ ଆଡ୍ଡାସ୍ଥଳି ଉପରେ ଚଢାଉ। ୧୯ ଗିରଫ, ୪ଲକ୍ଷ ୭୦ ହଜାର ନଗଦ ଜବତ।

0
251

ଆସ୍କା, ୨୮/୯- ବଡଧରଣ ର ଜୁଆ ଆଡ୍ଡାସ୍ଥଳି ଉପରେ ଚଢାଉ। ଆସ୍କା ଏସଡିପିଓ ଙ୍କ ସଦଳବଳରେ ଧରାକୋଟ ନେଳିଆ ବନ୍ଧ ଶିବ ମନ୍ଦିର ଠାରେ ଆଜି ରାତ୍ରି ୮ ଘଣ୍ଟା ସମୟ ରେ,ସେଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ। ୧୯ ଜଣ ଜୁଆଡି ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟ ରୁ ନଗଦ ୪ଲକ୍ଷ ୭୦ ହଜାର ଟଙ୍କା, ୫ଟି ମୋଟର ସାଇକେଲ, ମୋବାଇଲ ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here