ବିଜେଡି ର ସଭ୍ଯ ସଂଗ୍ରହ ଅଭିଯାନ

0
190

ବ୍ରହ୍ମପୁର, ୨୮/୯ -ଆଜି ବ୍ରହ୍ମପୁର ରେ ବିଜୁ ଜନତା ଦଳ ପକ୍ଷ ରୁ ସଭ୍ଯ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖାସ୍ପା ସାହି ନିକଟ ସୁବୁଦ୍ଧି ବେଡା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଉଦୟ ନାୟକ, ପୂର୍ବତନ ବିଡିଏ ଅଧକ୍ଷ ସୁଭାଷ ମହାରଣା, ଭଗବାନ ଗନ୍ତାୟତ, ରାମଚନ୍ଦ୍ର ପଣ୍ଡା, ବିଜୟ ସାମଲ ପ୍ରମୂଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here