ଛତ୍ରପୁର ରେ ବିଜେଡି ର ଜନସଂପର୍କ ପଦଯାତ୍ରା

0
282

ଛତ୍ରପୁର,୦୪/୧୦ –ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଲକରେ ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପଞ୍ଜିକରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପଦଯାତ୍ରା ହୁମ୍ମା କପିଳେଶ୍ଵର ମନ୍ଦିର ଠାରୁ ଆରମ୍ଭ ହୋଇ କୱଳାଯମୁନା, ବୋରିଗାଁ, ବଳଦିଆଢ଼ୀଅ, ଗଡ଼ହୁମ୍ମା ବାଉଁଶୀଆପଡା, ଖଜୁରୀଆପଲ୍ଲୀ, ବେଲପଡା, ବାଦପଲ୍ଲୀ, ବାଲିବଗଡ, ଶତ୍ରୁସୋଲ, ମଠମୁକୁନ୍ଦପୁର, ଜି. ମର୍ଦ୍ଧକୋଟ, ସୁବଳୟା ଦେଇ ଅତିକ୍ରମ କରି DNT କଲୋନୀ ରେ ସମାପନ ହୋଇଅଛି l ଏହି ଅଭିଯାନରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରା ସମେତ ବିଜେଡିର ତୁଙ୍ଗ ନେତା, ହଜାର ହଜାର କର୍ମୀ ଓ ଜନ ସାଧାରଣ ସାମିଲ ହୋଇଛନ୍ତି l

LEAVE A REPLY

Please enter your comment!
Please enter your name here