ସାକ୍ଷୀ ଙ୍କୁ ଧମକ ଘଟଣାରେ ସାନଖେମୁଣ୍ଡି ବିଧାୟକ ନିର୍ଦ୍ଦୋଷରେ ଖଲାସ।

0
458

ବ୍ରହ୍ମପୁର,୦୪/୧୦ -ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଉ ଏକ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି  ।୨୦୧୬ ମସିହାରେ ଜେଲ ଭିତରେ ରମେଶ ଥିବା ବେଳେ ଗୋଷାଣୀ ନୂଆଗାଁ ଥାନା ଶାନ୍ତି ମିଶ୍ର ହତ୍ୟା ମାମଲାର ସାକ୍ଷୀକୁ ଧମକ ଦେବା ମାମଲାରେ ରମେଶଙ୍କ ସମେତ ୫ଜଣ ନାମ ରେ ମାମଲା ରୁଜୁ କରିଥିଲେ  ।ଏହି ମାମଲା ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍(୩ୟ)ଙ୍କ କୋର୍ଟ ରେ ବିଚାରଣା ଚାଲିଥିଲା ।ଆଜି ରାୟ ରେ ବିଧାୟକ ରମେଶ ଜେନା ଙ୍କ ସମେତ ୫ଜଣ ଙ୍କୁ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here