ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଚଢାଉ, ୧୪ ଗିରଫ, ୩୮ ହଜାର ଜବତ

0
275

ଦିଗପହଣ୍ଡି, ୧୩/୧୦– ଦିଗପହଣ୍ଡି ଥାନା ପୋଲିସ ପକ୍ଷ ରୁ ଲଙ୍ଗଳଦେଇ, ଅନ୍ତେଇ, ଆଦିକନ୍ଦପୁର ଗ୍ରାମ ର ଜୁଆ ଆଡ୍ଡା ଉପରେ ଚଢାଉ କରି ୧୪ ଜଣ ଙ୍କୁ ଗିରଫ କରି କୋର୍ଟ କୁ ଚାଲାଣ କରିଛନ୍ତି। ସେମାନଙ୍କ ଠାରୁ ୩୮୧୦୦ ଟଙ୍କା, ତାସ, ଅନ୍ଯାନ୍ଯ ଜିନିଷ ଜବତ କରାଯାଇଥିବା ଦିଗପହଣ୍ଡି ଥାନାଅଧିକାରୀ ଙ୍କ ଠାରୁ ସୁଚନା ମିଳିଛି। ଦିଗପହଣ୍ଡି ଥାନା କେଶ ନଂ୨୦୪/୧୩-୧୦-୧୯, ୨୦୫/୧୩-୧୦-୧୯, ୨୦୬/୧୩-୧୦-୧୯ ରେ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here