ଭାରସାମ୍ୟ ହରାଇ ଇସ୍ପାତ ବସ ଦୁର୍ଘଟଣା

0
172

ପାରଳାଖେମୁଣ୍ଡି,୧୮/୧୦-ଗଜପତି ଜିଲ୍ଲା R ଉଦୟଗିରି ଥାନା ଅନ୍ତର୍ଗତ ମର୍ଲବା ଘାଟି ରେ ସକାଳ ୫ .୩୦ ମି ରେ ଇସ୍ପାତ ବସ ଟି(ଓଡ଼ି -05L6288) ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ସମୟ ରେ ଭାରସାମ୍ୟ ହରାଇ ମର୍ଲବା ଘାଟି ଠାରେ ଦୁର୍ଘଟଣା ହୋଇଛି ବସ ରେ ଥିବା ଯାତ୍ରୀ ପ୍ରାୟ ୨୮ଜଣ ଦୁର୍ଘଟଣା ରେ ଆହତ ବ୍ୟକ୍ତି ମାନଙ୍କୁ ତୁରନ୍ତ ନିକଟସ୍ଥ ଖଜୁରିପଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଇଥିବା ଜଣାପଡିଛି ଡ୍ରାଇଭର ସହ JITM ଛାତ୍ର ଗୁରୁତ୍ୱ ର ଥିବା ଜଣାପଡିଛି ଉଭୟ ଙ୍କୁ ପାରଳାଖେମୁଣ୍ଡି ର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି କୌଣସି ବ୍ୟକ୍ତି ମୃତ୍ୟୁ ହୋଇନଥିବା ଜଣାପଡିଛି । ଘଟଣା ସ୍ଥଳ ରେ ତୁରନ୍ତ ସ୍ଥାନୀୟ ଖଜୁରିପଦା ପୋଲିସ କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି

ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here