ଫାଲକନ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଏମୋନିଆ ଗ୍ୟାସ ଲିକ ହୋଇ ୧୦୦ ରୁ ଉର୍ଦ୍ଧ୍ବ ଅସୁସ୍ଥ।

0
219

ବାଲେଶ୍ଵର , ୧୩/୧୧ –ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଧିନ ଠାରେ ଥିବା ଫାଲକନ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଏମୋନିଆ ଗ୍ୟାସ ଲିକ ହୋଇ ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ସେଥି ମଧ୍ୟରୁ ଅଧିକାଂଶ ଗୁରୁତର କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକାଂଶ କୁ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭର୍ତି କରାଯାଇଛି। ଖବର ପାଇ ବାଲେଶ୍ଵର ଜିଲ୍ଲାପାଳ, ଏସ.ପି., ସିଡିଏମଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here