ଏଚ.ଡି.ଏଫ. ସି.ବ୍ୟାଙ୍କ ଦ୍ଵାରା ଅନାଥ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ

0
461

ପାରଳାଖେମୁଣ୍ଡି , ୧୪/୧୧-
ପାରଳାଖେମୁଣ୍ଡି ସଦର ମହକୁମା ଠାରେ ଥିବା ନବଜୀବନ ଟ୍ରଷ୍ଟ ପରିସରରେ ଏଚ. ଡି. ଏଫ. ସି.ବ୍ୟାଙ୍କ. ଦ୍ଵାରା ପଣ୍ଡିତ ଜବାହରଲାଲ ନେହୁରୁ ଙ୍କ ୧୩୦ତମ ଜୟନ୍ତୀ ଅବସରରେ ଶିଶୁ ଦିବସ ପାଳନ କରାଯାଇଥିଲା।ନବଜୀବନ ଟ୍ରଷ୍ଟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୂଖ୍ୟ ଅତିଥି ଭାବେ ସୁଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ କିଶୋର ନାୟିକ ବୋର୍ଡର ସଦସ୍ୟ ଭାଗ୍ୟ ଲକ୍ଷ୍ମୀ ନାୟକ, ଚାଇଲଡ଼ ଲାଇନର ସଦସ୍ୟ ନାଗେଶ୍ୱର ଚୋୖଧୁରୀ ପ୍ରମୂଖ ଯୋଗ ଦେଇଥିଲେ।ଏହି ଅଵସରରେ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଏ ସମସ୍ତ କାର୍ଯ୍ୟକ୍ରମ କୁ ୟୁନିଟ ମ୍ୟାନଜର ଜଗନ୍ନାଥ ପାଢ଼ୀ ପରିଚାଳନା କରିଥିଲେ।

9EB70A38-4202-4D9C-9134-EE388D97F442
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here