ଲୋକ ସେବକ ମଣ୍ଡଳ ବ୍ରହ୍ମପୁର ଶାଖା ପକ୍ଷ ରୁ ଲାଲା ଲଜପତ ରାୟଙ୍କ ୯୧ତମ ବଳିଦାନ ଦିବସ ପାଳିତ

0
232

ବ୍ରହ୍ମପୁର,୧୭/୧୧ -ଲୋକ ସେବକ ମଣ୍ଡଳ ବ୍ରହ୍ମପୁର ଶାଖା ପକ୍ଷରୁ ଲାଲା ଲଜପତ ରାୟଙ୍କ ୯୧ ତମ ବଳିଦାନ ଦିବସ ବ୍ରହ୍ମପୁର ଇନକମ ଟେକ୍ସ ଅଫିସ ପାର୍ଶ୍ୱ ରାମକୃଷ୍ଣ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋକ ସେବକ ମଣ୍ଡଳ ର ଆଜୀବନ ସଭ୍ୟ ରାଜେନ୍ଦ୍ର କୁମାର ଜେନା ପୌରହିତ୍ୟି କରିଥିଲେ । ଶିଶୁ ମାନ ଙ୍କୁ ଲାଲା ଜୀ ଙ୍କ ଆଦର୍ଶ ଓ ଦେଶ ପ୍ରେମ ଉପରେ ବୁଝାଇ ଥିଲେ । ଏହି ଅବସରରେ ଅନ୍ତେବାସୀ ମାନଙ୍କୁ ସମାଜ ର ନିଜସ୍ୱ ଖାତା ଓ ସୁଷମ ଖାଦ୍ୟ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here