ଆନ୍ଧ୍ର ପ୍ରଦେଶ ର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ ଙ୍କୁ ଭାରତୀୟ ଜନତା ଯୁବମୋର୍ଚା ପକ୍ଷ ରୁ ସମ୍ବର୍ଦ୍ଧନା

0
197

ବ୍ରହ୍ମପୁର,୨୦/୧୧-ଆଜି ଆନ୍ଧ୍ର ପ୍ରଦେଶ ର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଦିନିକିଆ ଗଞ୍ଜାମ ଗ୍ରସ୍ତରେ ଆସି ସ୍ଥାନୀୟ ଟାଉନ ହଲ ବ୍ରହ୍ମପୁର ଠାରେ ଏକ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ ।ଦକ୍ଷିଣ ଓଡିଶା ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଏହି ସମ୍ୱର୍ଦ୍ଧନା ସଭାରେ ଭାରତୀୟ ଜନତା ଯୁବମୋର୍ଚ୍ଚାର କର୍ମକର୍ତ୍ତା ମାନେ ସ୍ଥାନୀୟ ହେଲିପେଡ ରୁ ଟାଉନହଲ ପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ପାଛୋଟି ନେଇଥିଲେ ପରେ ଏକ ବିରାଟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ,ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ୍ . ରାଜେନ୍ଦ୍ର କୁମାର ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ ,ଶୁଭାଶିଷ ସାହୁ,କିରଣ କୁମାର ସାହୁ,ବିକାଶ ପାଣିଗ୍ରାହୀ ,ପ୍ରିୟ ରଞ୍ଜନ ବେହେରା ,ଉମା ଚରଣ ପଣ୍ଡା ,ରଘୁନାଥ ରେଡି,ଶିବ ପ୍ରସାଦ ପାତ୍ର,ସିଦ୍ଧାର୍ଥ ଶଙ୍କର ପଣ୍ଡା ,ଶିବ ନାୟକ ,ଶ୍ରୀ କୁମାର ପୁରୋହିତ ,ମଧୁ ସୁଦନ ସାହୁ ,ଜଗଦୀଶ ପ୍ରଧାନ,କମଳ ପାତ୍ର ,ମନୋଜ ମହାରଣା ,ଆକାଶ ଗୌଡ଼ , କେ .ରବି ରାଓ ,ସୁରେଶ ରେଡି ,ଗୋପୀ ମହାରଣା ,ରବୀନ୍ଦ୍ର ସାହୁ ,କମଳ କୁମାର ପଣ୍ଡିତ ,ତୁମ୍ବେଶ୍ୱର ନାୟକ ,ଅଶ୍ୱିନୀ ପାତ୍ର ,ଦିଲୀପ ରାଉତ ,ସନ୍ତ କୁମାର ନାୟକ ,ବାଳକୃଷ୍ଣ ସେଠି ,ରୁପଜ ନାୟକ ,ଜଗନ୍ନାଥ ଡୋରା ,ଅମିତ ସେଠି ,ମାନସ ରଞ୍ଜନ ଜେନା ,ପି . ରାଜେନ୍ଦ୍ର ଙ୍କ ସହ ବହୁ ଯୁବକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here