ବେଲଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷକ ବିତରଣ।

0
355

ହିଞିଳିକାଟୁ ୨୫/୧୧ (ପ୍ରିୟବ୍ରତ ପଣ୍ଡା):- ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ବେଲଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା କୁମାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବେଲଗାଁ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ , ସମ୍ମନିତ ଅତିଥି ଭାବେ ସମିତି ସଭ୍ୟ ଦଣ୍ଡ ପାଣି ଆଚାରୀ,ବିଦ୍ୟାଳୟ ପରିଚାଳନା ସଭାପତି ସନ୍ତୋଷ ପାଣିଗ୍ରାହୀ ଆବାହକ ରୂପେ ଯୋଗ ଶୁଭାରମ୍ଭ କରିଥିଲେ । ପରେ ଅତିଥି ମାନେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଜି ମାଲେସୁ, ଶିବରାମ ସାମନ୍ତରା,ବିଚିତ୍ରା ନନ୍ଦ ବିଶ୍ୱାଳ,ମିଥୁନ ନାୟକ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here