ପାଣି ଟ୍ୟାଙ୍କର ଧକ୍କା ରେ ଜଣେ ସାଇକେଲ ଆରୋହୀ ମୃତ

0
187

ବ୍ରହ୍ମପୁର,୦୬/୧୨–ଆଜି ଭୋର ସକାଳ ପ୍ରାୟ ସାଢେ ୬ ଟା ବେଳେ ପୁରୁଣା ବସଷ୍ଟାଣ୍ଡ ନିକଟ ରେ ପାଣି ଟ୍ୟାଙ୍କର ଧକ୍କା ରେ ଜଣେ ସାଇକେଲ ଆରୋହୀ ଙ୍କ ମୃତ ହୋଇଯାଇଛି। ସାଇକେଲ ଆରୋହୀ ପୁରୁଣା ବସଷ୍ଟାଣ୍ଡ ନିକଟ ରୁ ଘର କୁ ଫେରିବା ସମୟ ରେ ପାଣି ଟ୍ୟାଙ୍କର ଧକ୍କା ଦେଇଥିଲା ।ଫଳରେ ଘଟଣାସ୍ଥଳରେ ରେ ହିଁ ତାଙ୍କର ମୃତ୍ୟୁ ବରଣ କରିଥିଲେ ।ମୃତ ଜଣକ ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମ ର ବୋଲି ଜଣାପଡିଛି। ଘଟଣା ର ଖବର ପାଇ ପୋଲିସ ପହଞ୍ଚି ପାଣି ଟ୍ୟାଙ୍କର ଓ ଶବ କୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବଡ ମେଡିକାଲ କୁ ପଠାଇ ମାମଲା ରୁଜୁ କରିଛନ୍ତି।

LEAVE A REPLY

Please enter your comment!
Please enter your name here