ରାଷ୍ଟ୍ରପତି ଙ୍କୁ ଭେଟି ଇଂରାଜୀ ନବବର୍ଷ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

0
356

 

ନୂଆଦିଲ୍ଲୀ/ଭୂବନେଶ୍ୱର-୦୩/୦୧/୨୦୨୦(ବ୍ୟୁରୋ ରିପୋର୍ଟ) କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଶୁକ୍ରବାର ରାଷ୍ଟ୍ରପତି ଭବନ ଗ୍ରସ୍ତ କରି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କୁ ସାକ୍ଷାତ କରିବା ସହ ଇଂରାଜୀ ନବବର୍ଷ ୨୦୨୦ ର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ସହ ବିଭିନ୍ନ ସମସାମୟିକ ବିଷୟ ରେ ଆଲୋଚନା କରିଥିଲେ ଓ ରାଷ୍ଟ୍ରପତି ଙ୍କ ମାର୍ଗ ଦର୍ଶନ ପ୍ରାପ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here