ହିଞ୍ଜିଳିକାଟୁ ପ୍ରେସ କମ୍ୟୁନିଟି ତରଫରୁ ବନ୍ଧୁମିଳନ

0
333

 

ହିଞ୍ଜିଳିକାଟୁ- ୦୯/ଜାନୁୟାରୀ/୨୦୧୯(ପ୍ରିୟବ୍ରତ ପଣ୍ଡା) ହିଞ୍ଜିଳିକାଟୁ ପ୍ରେସ କମ୍ୟୁନିଟି ତରଫରୁ ସ୍ଥାନୀୟ ପୌର ପରିଷଦ ଅତିଥି ଭବନ ପରିସରରେ ବୁଧବାର ସନ୍ଧ୍ୟାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ବିଭିନ୍ନ ମୁଦ୍ରିତ, ୱେବ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ରଜନୀକାନ୍ତ ପାତ୍ର, ହିମାଂଶୁ ବେହେରା, ପବିତ୍ର ପାତ୍ର, ଅଶୋକ ମହାନ୍ତି, ସୀମାଞ୍ଚଳ ନାହାକ, ପ୍ରଭୁଦତ୍ତ ପାତ୍ର, ପ୍ରକାଶ ସ୍ୱାଇଁ, ବସନ୍ତ କୁମାର ପାଢ଼ୀ, ସନ୍ତୋଷ କୁମାର ପାଢୀ, ସରୋଜକାନ୍ତ ପାଢ଼ୀ, କୈଳାଶପତି ଦାଶ, ଲଳିତ ମୋହନ ପୋଲାଇ, ପ୍ରିୟବ୍ରତ ପଣ୍ଡା, ଆକାଶ ପଟ୍ଟନାୟକ, ବସନ୍ତ କୁମାର ପଟ୍ଟନାୟକ ପ୍ରମୂଖ ବହୁ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here