ପରଲୋକ ରେ ଗଜପତି ମହାରାଜ ଗୋପୀନାଥ ଗଜପତି

0
173

ପାରଳାଖେମୁଣ୍ଡି,୧୦/୦୧/୨୦୨୦-ପାରଳା ମହାରାଜ ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ଗୋପୀନାଥ ଗଜପତି ଙ୍କ ଆଜି ସକାଳ ୪ .୧୫ ରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲର ଦେହାନ୍ତ ହୋଇଛନ୍ତି ।ସେ ବହୁଦିନ ଧରି ଅସୁସ୍ଥ ହୋଇ ହସ୍ପିଟାଲରେ ରେ ଚିକିତ୍ସା ହୋଉଥିଲେ । ଆଜି ସକାଳ ୪ ୧୫ ମିନିଟ ରେ ବିୟୋଗ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ବେଳେ ତାଙ୍କ କନ୍ୟା ରାଜକୁମାରି କଲ୍ୟାଣି ଦେବୀ ଉପସ୍ଥିତ ଥିଲେ । ମହାରାଜ ଙ୍କ ମୃତ୍ୟୁ ଖବର ପାଇ ସମଗ୍ର ଗଜପତି ଜିଲ୍ଲା ବାସୀ ଶୋକ ର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here