ଲକଡାଉନକୁ ଅବମାନନା କରି ଦଣ୍ଡ ଭୋଗୁଛନ୍ତି କିଛି ବୃଦ୍ଧା

0
614

 

କନ୍ଧମାଳ, ୨୮/୦୩/୨୦୨୦:ସାରା ଦେଶରେ କରୋନା ପାଇଁ ଲକ୍ ଡାଉନ ହୋଇଥିବା ବେଳେ ଫିରିଙ୍ଗିଆ ଥାନା ପଵିଙ୍ଗିଆ ଗ୍ରାମର କିଛି ଲୋକ ଦିନ ୧୨ ଟା ସମୟରେ
ସଲପ ଗଛ ତଳେ ବସି ଗଛରୁ ରସ କାଢ଼ି ପିଆ ଚଲେଇ ଥିଲେ। ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଶ୍ୟାମ ସୁନ୍ଦର ରାଓ ଓ ଥାନା କର୍ମଚାରି ପହଞ୍ଚି ଲକ୍ ଡାଉନ କୁ ଅବମାନନା କରିଥିବାରୁ ସେହି ବୃଦ୍ଧା ଲୋକଙ୍କୁ ଉଠ ବସ କରେଇବା ସହ ସେମାନଙ୍କୁ କରୋନା ଭାଇରସ୍ ଉପରେ ସଚେତନର ବାର୍ତ୍ତା କହିଥିଲେ ।

ରିପୋର୍ଟ : ସୁରେଶ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here