ସମବାୟ ସମିତି ଅଫିସ ପାଲଟିଛି ଭୁତକୋଠି

0
170

 

ବଙ୍ଗୋମୁଣ୍ଡା, ୨୨/୦୫/୨୦୨୦:-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଯାମଖୁଣ୍ଟା ପଞ୍ଚାୟତ ତୁରେକେଲା ରେ ଥିବା ସମବାୟସମିତି ଅଫିସ ଏବେ ଭୁତ କୋଠି ପାଲଟିଛି l କାରବାର ହେଉନଥିବାରୁ ବିପଯ୍ୟସ୍ତ ହୋଇପଡିଛି l ରକ୍ଷଣବେକ୍ଷଣ ସମବାୟ ବିଭାଗ ଅଧୀନରେ ରହିଛି କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣା ନ ହେବାରୁ ଏହି ଅଫିସ ଏବେ ଭୁତକୋଠି ପାଲଟିଯାଇଛି l ବୁଲାଗାଈ ଗୋରୁ ପରିସରରେ ପଶି ଆସିଥାନ୍ତି l ତେଣୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣା କରିବାକୁ ଦାବି ହୋଇଛି l

LEAVE A REPLY

Please enter your comment!
Please enter your name here