ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ପାଳିତ

0
16

ବ୍ରହ୍ମପୁର,୦୪/୦୫/୨୦୨୪:ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ସାମ୍ବାଦିକ ଗଣ ଯୋଗାଯୋଗର ସେମିନାର କକ୍ଷ ରେ ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟର ସାମ୍ବାଦିକ ଗଣ ଯୋଗାଯୋଗର ସହ ପ୍ରାଧ୍ୟାପକ ଡ ଦେବିଲାଲ୍ ମିଶ୍ର ଯୋଗ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ପ୍ରେସ ସ୍ଵାଧୀନତା ଓ ବିଶ୍ଵ ସ୍ତରରେ ଭାରତୀୟ ଗଣମାଧ୍ୟମ ର ସ୍ଥାନ ବିଷୟରେ କହିଥିଲେ।ସଭା ଶେଷରେ ସାମ୍ବାଦିକତା ଗଣଯୋଗ ଯୋଗ ବିଭାଗ ମୁଖ୍ୟ ପ୍ରଫେସର ଗଣେଶ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ସଭାରେ ଡାଃ. ବନ୍ଦିତା କୁମାରୀ ପଣ୍ଡା, ଡାଃ ଜୟନ୍ତ କୁମାର ପଣ୍ଡା,ଡ ଚିନୁ ବୋହିଦାର,ଡ ନେହା ପାଣ୍ଡେ ,ଅଗ୍ନି କୁମାର ବେହେରା, ସୌରଭ ପ୍ରକାଶ ସିଟ ,ଡାଃ ମିହିର କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here