ଆମସ୍ୱାସ୍ଥ୍ଯ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ

0
567

 

ଶେରଗଡ,୦୫/୦୬/୨୦୨୦: ଶେରଗଡ ବ୍ଲକ ପିତ୍ତଳ ବାତ୍ଯା ଆଶ୍ରୟ ସ୍ଥଳରେ ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କୁଂଜବିହାରୀ ନାୟକ ଆମସ୍ୱାସ୍ଥ୍ଯ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରି ଥିଲେ ।ଏହି କାର୍ଯ୍ୟକ୍ରମରେ ପିତ୍ତଳ ଅଂଚଳର ଅଙ୍ଗନବାଡି କର୍ମୀ ସୁଶ୍ରୀ ପୁଷ୍ପାଜଳି ପଣ୍ଡା ପଣ୍ଡା, ଗୀତାଞଳି ନାୟକ, ବବିତାପାତ୍ର, ସଂନ୍ଧ୍ଯାରାଣୀ ଦାଶ, ବାସନ୍ତୁ ସାହୁ ଏ ସୁଜାତା, ନମିତା ବେହରା,କାଦମ୍ବରୀ ନାୟକ, ରଂଜିତା ରଥ,ତୃଷ୍ଣା ମିଶ୍ର ଆଶା ବିଷ୍ଣୁ ପ୍ରିୟାପାଢି,ରୀତାମହାପାତ୍ର, ରୀତାଂଳୀ ମିଶ୍ର,ମଂଜୁଲତା ବଡୁ,ଲକ୍ଷ୍ମୀ ପଣ୍ଡା ଙ୍କ ସମେତ ସ୍ଥାନୀୟ ବହୁ ଆତ୍ମ ସହାୟିକା ଦଳର,ସଭ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here