ଏନଆରଜିଏସ କାମ ଚାଲିଥିବା ବେଳେ ବିସ୍ଫୋରଣ

0
142

 

ଗଞ୍ଜାମ,୦୫/୦୬/୨୦୨୦(ଟୁକୁନା ପ୍ରଧାନ) – : ଗଂଜାମ ଜିଲ୍ଲା  କବିସୂର୍ଯ୍ଯନଗର ଥାନା ଅନ୍ତର୍ଗତ ବାଉଁଶିଆ ବି. ନୂଆପଲ୍ଲି ଗାଁ ପୋଖରୀ ରେ ଏକ ଏନଆରଜିଏସ କାମ ଚାଲିଥିବା ବେଳେ ବିଷ୍ପୋରଣ ଘଟିଥିବା ଜଣାପଡିଛି  । ଏହି ବିସ୍ଫୋରଣରେ ତିନି ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ଆହତ ଙ୍କୁ ପୋଲସରା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି  । କବିସୂର୍ଯ୍ଯନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here