ଦୁଇ ଦିବଂଗତ ସାମ୍ବାଦିକ ଙ୍କୁ ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନ କରୋନା ଯୋଦ୍ଧା ର ମାନ୍ୟତା ପ୍ରଦାନ ସହ ଉଭୟଙ୍କ ପରିବାର କୁ ସହାୟତା ରାଶି ଦିଆଯିବାକୁ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷ ରୁ ମୂଖ୍ଯମନ୍ତ୍ରୀ ଙ୍କ ନିବେଦନ

0
211

 

ବ୍ରହ୍ମପୁର,୧୨/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଗତକାଲି ଓଡିଶା ର ପ୍ରଥମ, ହିଞ୍ଜିଳି ର ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ କୋବିଡ ଯୁଦ୍ଧ ରେ ହାରିଗଲେ,ଆଜି ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସି . ଏଚ . ରତ୍ନମ, ରାଜ୍ୟ ରେ ଦ୍ବିତୀୟ ସାମ୍ବାଦିକ ରୂପେ କୋବିଡ ରେ ପ୍ରାଣତ୍ଯାଗ କଲେ। ରାଜ୍ୟ ସରକାର ସାମ୍ବାଦିକ ଙ୍କୁ କୋବିଡ ଯୋଦ୍ଧା ମାନ୍ୟତା ଦେଇ ସହାୟତା ରାଶି ୧୫ ଲକ୍ଷ ଘୋଷଣା କରିଛନ୍ତି। ଅନ୍ୟ କୋବିଡ ଯୋଦ୍ଧା ଙ୍କ ଠାରୁ ସାମ୍ବାଦିକ ଙ୍କ କାର୍ଯ୍ୟଶୈଳୀ ଅଧିକ ବିପଦ ପୂର୍ଣ୍ଣ। ତେଣୁ ଅନ୍ୟ ମାନଙ୍କ ଭଳି ଦୁଇ ଦିବଂଗତ ସାମ୍ବାଦିକ ଙ୍କୁ ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନ କରୋନା ଯୋଦ୍ଧା ର ମାନ୍ୟତା ପ୍ରଦାନ ସହ ଉଭୟଙ୍କ ପରିବାର କୁ ସହାୟତା ରାଶି ଦିଆଯିବାକୁ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷ ରୁ ମୂଖ୍ଯମନ୍ତ୍ରୀ ଙ୍କ ନିବେଦନ କରାଯାଉଛି।

LEAVE A REPLY

Please enter your comment!
Please enter your name here