କୋଭିଟ କେୟାର କମିଟି ବୈଠକ

0
180

ଶେରଗଡ,୧୬/୦୮/୨୦୨୦(ହୃଷୀକେଶ ମହାନ୍ତି)ଶେରଗଡ ବ୍ଳକର ବିଡିଓ ସୁରଂଜନସାହୁ ସାଗର ପଲ୍ଳୀଓ ଖାସପା ଠାରେ ପୃଥକ୍ ପୃଥକ୍ କୋଭିଟ କେୟାର କମିଟି ବୈଠକ କରି କରୋନା ରୋଗର ସ୍ଥିତି ଓ ଆଗାମୀ କାର୍ଯ୍ଯକ୍ରମ ର ରୂପରେଖ ସଂପର୍କ ଆଲୋଚନା କରିଥିଲେ। ଏହି ବୌଠକରେ ବିଡିଓ ସୁରଂଜନ ସାହୁ , କମିଟିର ସଭ୍ଯ ତଥା ସରପଂଚ ୱାର୍ଡ ସଭ୍ଯ,ଅଙ୍ଗନବାଡିକର୍ମୀ,ଆଶା, ଶିକ୍ଷକ ଓ ଶିକ୍ଷୟତ୍ରୀ ସହ ଆଲୋଚନା କରିବା ସହ ସାଗରପଲ୍ଳୀ ଓ ଖାସ୍ପା କୋଭିଟ ଯୋଦ୍ଧା ଙ୍କୁ ଉତ୍ସାହିତ କରି ଥିଲେ ।

LEAVE A REPLY

Please enter your comment!
Please enter your name here