ତହସିଲଦାର ଙ୍କ ରାମଗିରି ବରମୁଣ୍ଡଳୀ ଓ କୁମାରପାଣି ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ ।

0
165

ଶେରଗଡ,୧୬/୦୮/୨୦୨୦(ହୃଷୀକେଶ ମହାନ୍ତି)ଶେରଗଡ ତହସିଲଦାର ଡକ୍ଟର ଦୟାସିଂଧୁ ପରିଡା ରାମଗିରି, ବରମୁଣ୍ଡଳି ଓ କୁମାରପାଣି ଗ୍ରାମକୁ ସଦଳବଳେ ଯାଇ ଜନସାଧାରଣ ସମସ୍ତ କୋଭିଟ ନିୟମ ମାନିଚଳିବା ପାଇଁ ଜନସଚେତନତା ସୃଷ୍ଟି କରିଥିଲେ।କରୋନା ବିରୁଦ୍ଧ ରେ ସଂଗ୍ରାମ କରି ନିଜେ ବଞ୍ଚିବା ସହ ମାନବ ସମାଜକୁ ଏହି କରାଳ ମହାମାରୀରୁ ବଂଚାଇବା ସମସ୍ତଙ୍କ ର କାମ୍ଯହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ ଏବଂ ଯେଉଁ ମାନେ ଅମାନିଆ ହେବେ ସେମାନଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସତର୍କ ସୂଚନା ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here