କୋଦଳା ତହସିଲ୍ କାର୍ଯ୍ୟାଳୟ ରେ ନୂତନ ତହସିଲଦାର ଙ୍କ ଯୋଗଦାନ

0
211

ବ୍ରହ୍ମପୁର, ୨୮/୧୦/୨୦୨୦ ( ଟୁକୁନା ପ୍ରଧାନ) – : ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ କାର୍ଯ୍ୟାଳୟ ରେ ଅବନୀ କୁମାର ସାହୁ ନୂତନ ତହସିଲଦାର ଭାବେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ସାହୁ ସାହୁ ଗଞ୍ଜାମ ତହସିଲଦାର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ । ଏଠାକାର ତହସିଲଦାର ପ୍ରଭାତ କୁମାର ପରିଡା ଙ୍କ ହିଞ୍ଜିଳିକାଟୁ ତହସିଲ୍ କାର୍ଯ୍ୟାଳୟ କୁ ବଦଳି ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here