ବୋଇତ ଭଷାଣ ବେଳେ ବୃଦ୍ଧା ଙ୍କ ସଲୀଳ ସମାଧି।

0
258

 

ଶେରଗଡ, ୩୦/୧୧/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ପ୍ରତ୍ଯୁଷରେ ବୋଇତ ଭଷାଣ ବେଳେ ପି.ମହାଲକ୍ଷ୍ମୀ ନାମ୍ନୀ ଜଣେ ବୃଦ୍ଧା (୮୦) ଋଷିକୂଲ୍ଯା ନଦୀ ରେ ବୁଡି ସଲୀଳ ସମାଧି ହୋଇଛନ୍ତି। ତାଙ୍କର ଶବଟି ପାଣିରେ ଭାସି ଏକ କିଲୋମିଟର ଦୂର ଶ୍ମଶାନ ତୁଠରେ ଲାଗଥିଲା।ଖବରପାଇ ହିଞ୍ଜଳିକାଟୁ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଥାନା ରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଶବ ବ୍ଯବଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here