ଭୁବନେଶ୍ୱର ସରକାରୀ ବାସଭବନରୁ କିଛି ଲୋକ କ୍ରାଇମବ୍ରାଞ୍ଚ ପରିଚୟ ଦେଇ ବିଜେଡିର ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଉଠାଇ ନେଲେ, ଉଠାଇବା ନେଇ ସୂଚନା ଦେଲେ ପ୍ରଦୀପଙ୍କ ପତ୍ନୀ ସୁଜାତା

0
232

ଭୂବନେଶ୍ୱର,୦୩/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଭୁବନେଶ୍ୱର ସରକାରୀ ବାସଭବନରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେବା ନେଇ ତାଙ୍କ ପତ୍ନୀ ସୁଜାତା ଙ୍କ ସୁଚନା।୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇନେଲେ, ନକ୍ସଲଙ୍କୁ ଉଠାଇ ନେଲା ଭଳି ପୂରା ବ୍ରିଗେଡ଼ ଆଣି ଆସି ଉଠାଇନେଲେ, କ୍ରାଇମବ୍ରାଞ୍ଚ EOW କହି ଉଠାଇ ନେଲେ ବୋଲି କହିଛନ୍ତି ସୁଜତା।

LEAVE A REPLY

Please enter your comment!
Please enter your name here