ପୋଲିଓ କାର୍ଯ୍ଯକ୍ରମରେ ଜିଲ୍ଲାପାଳ

0
149

ଶେରଗଡ,୦୧/୦୨/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଆଜି ଶେରଗଡ ବ୍ଲକ ରେ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟ ଘରକୁ ଘର ବୁଲି ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡିକର୍ମୀ ଓ ଆଶାକର୍ମୀମାନେ କରୁଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କୃଷ୍ଣଛାଇ ଗ୍ରାମରେ ପହଞ୍ଚି ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡିକର୍ମୀ ଓ ଆଶାକର୍ମୀମାନଙ୍କ ସହ ମିଶି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ।ଏହା ସାଧାରଣରେ ବେଶ୍ ପ୍ରଶଂସିତ ଓ ଉତ୍ସାହଜନକ ହୋଇ ଥିଲା ।ଏଥିରେ ବିଡିଓ ସୁରଞ୍ଜନ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here