ଝରନାଳ କାଜୁ ଜଙ୍ଗଲ ରେ ମହିଳାଙ୍କ ଅର୍ଦ୍ଧନଗ୍ନ ଅବସ୍ଥା ରେ ମୃତ ଦେହ ଠାବ

0
131

ବ୍ରହ୍ମପୁର,୧୦/୦୨/୨୦୨୧-: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଅର୍ଜୁନ ପଲ୍ଲୀ ଠାରୁ କିଛି ଦୂର ଝରନାଳ ପାହାଡ ନିକଟରେ ଜଣେ ମହିଳାଙ୍କ ମୃତ ଦେହ ଅର୍ଦ୍ଧ ଡିଥିବା ଦେଖିବାକୁ ମିଳିଛି, ଘଟଣା ସ୍ଥଳରେ ଏସ୍ ଡି ପିଓ ,କବିସୂର୍ଯ୍ୟ ନଗର ଥାନା ଅଧିକାରୀ ଓ ପୋଲସରା ଥାନା ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ମୃତ ମହିଳାଙ୍କ କୌଣସି ପରିଚୟ ମିଳିପାରିନଥିବା ବେଳେ , ଆସନ୍ତା କାଲି ସାଇଣ୍ଟିପିକ ଟିମ୍ ପହଞ୍ଚିବା ପରେ ଅଧିକ ତଥ୍ୟ ପଦାକୁ ଆସିପାରିବ ବୋଲି ଏସ୍ ଡି ପିଓ ସୀମା ସ୍ୱାଇଁ କହିଛନ୍ତି । ସୂଚନା ଅନୁଯାୟୀ ସାରା ରାତି ଜଙ୍ଘଲ ଭିତରେ ମୃତ ଦେହ କୁ ଜଗି ରହିବ ପୋଲିସ ! ।

LEAVE A REPLY

Please enter your comment!
Please enter your name here