ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ

0
288

ବ୍ରହ୍ମପୁର,୦୫/୦୬/୨୦୨୧:ଆଜି ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍ ସଂମ୍ପାଦକ ମହମ୍ମଦ୍ ଫାଇଜ୍ ଖାଁ ଙ୍କ ନେତୃତ୍ୱରେ ବିଶ୍ଵ ପରିବେଶ ଦିବସରେ ମୁସଲିମ୍ କବରିସ୍ତାନ ଭିତରେ ପ୍ରାୟ ୫୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ ସହ ପ୍ରାୟ ୧୦୦ ରୁ ଉର୍ଦ୍ଧ ବୃକ୍ଷ ର ଉପଯୁକ୍ତ ଜଳ ଯୋଗାଣ ର ବନ୍ଦୋବସ୍ତ ସହିତ ପରିଷ୍କାର କରାଗଲା।ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ଯତ ବ୍ରହ୍ମପୁର ମହାନଗର ଉପସଭାପତି ଚନ୍ଦ୍ରମୋହନ ସାହୁ,ବରୀଷ୍ଟ ଆଇନ ଜୀବି ତଥା ବିଜୁ ଜନତା ଦଳ ପୂର୍ବତନ ଯୁବ ରାଜ୍ୟ ସମ୍ପାଦକ ଧୀରେନ ମହାରଣା, ଙ୍କ ବ୍ୟତିତ ସଂଖ୍ୟାଲଘୁ ସେଲ୍ ର ଆକରମ, ଫାୟାଜ୍, ଖାଲିଲ୍ ସାରୀଫ୍, ନାଉଷାଦ,ଇଦୁ, ସାକିର୍, ଇଲିୟାସ୍, ଆଶିକ୍,ନାଇମ୍, ହାଫିଜ୍, ସେମାନଙ୍କ ଆଲିମ୍, କୁ ବ୍ୟତିତ ମୁସଲିମ୍ ମାଇନୋରିଟି ର ଅନେକ ମାନ୍ଯଗଣ ବ୍ୟକ୍ତି ଉପସ୍ଥିତ ଥିଲେ, ପରିଶେଷରେ ସମସ୍ତଙ୍କୁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍ ସଂମ୍ପାଦକ ମହମ୍ମଦ୍ ଫାଇଜ୍ ଖାଁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here