ଆସିକା ଅଞ୍ଚଳରେ ଡେଙ୍ଗୁରୋଗୀ ଚିହ୍ନଟ ପରେ ଡାକ୍ତରୀ ଟିମର ପରିଦର୍ଶନ

0
166

ବ୍ରହ୍ମପୁର, ୦୮/୦୮/୨୦୨୧(ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ। ପ୍ରଶାସନ ତତ୍ପର । ଦୁଇଦିନ ତଳେ ଗଣ୍ଡପଲ୍ଲୀ ନିକଟସ୍ଥ ଏରେଗୁଲା ବସ୍ତିରେ ଜଣେ ଜୈନିକ ମହିଳା ଙ୍କ ନିକଟରେ ଡେଙ୍ଗୁ ପଜିଟିଭ ଚି଼ହ୍ନଟ ପରେ ଆଜି ବ୍ରହ୍ମପୁର ରୁ ଏକ ତିନି ଜଣିଆ ଡାକ୍ତରୀ ଟିମ୍ ଆସି ଏରେଗୁଲା ବସ୍ତି ପରିଦର୍ଶନ କରିବା ସହିତ ଅଞ୍ଚଳରୁ ନମୁନା ସଂଗ୍ରହ କରି ଫେରିଥିବା ବେଳେ ଆସିକା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ଏଯାବତ କୌଣସି ସଚେତନତା କରାଯାଇନଥିବା ଅଞ୍ଚଳ ବାସି ସୂଚନା ଦେଇଛନ୍ତି । ଦେଖାଯାଉ ଆଗକୁ କେବେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here