କୋଭିଡ ତାଲା ବନ୍ଦ ସମୟରେ ବୈଧତା ଶେଷ ହୋଇଥିବା ମାସିକ ଓ ତ୍ରୟୋମାସିକ ସିଜନ୍ ଟିକେଟ୍ ଗୁଡିକର ବୈଧତା ସମ୍ପ୍ରସାରଣ

0
180

ଭୂବନେଶ୍ୱର,୨୧/୧୨/୨୦୨୧:
କୋଭିଡ ତାଲା ବନ୍ଦ ସମୟରେ ବୈଧତା ଶେଷ ହୋଇଥିବା ବିଭିନ୍ନ ବର୍ଗର ଯାତ୍ରୀଙ୍କ ପାଇଁ ମାସିକ ଓ ତ୍ରୟୋମାସିକ ସିଜନ୍ ଟିକେଟ୍ ଗୁଡିକର ବୈଧତା ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ଅନୁମତି ଦେଇଛି।ଏହାକୁ ଦୃଷ୍ଟିରେ ରଖି ତାଲା ବନ୍ଦ ସମୟରେ ଶେଷ ହୋଇଥିବା ସିଜିନ ବୈଧତାକୁ ପୂର୍ବତଟ ରେଳପଥ ଡିସେମ୍ବର ମାସ ୧୦ ତାରିଖ ଠାରୁ ଲାଗୁ କରିଛି ଯାହାକି ଯାତ୍ରୀ ମାନଙ୍କର ତାଲା ବନ୍ଦ ସମୟରେ ଯାତ୍ରା କରି ପାରିନଥିବା ଅବଶିଷ୍ଟ ଦିନ ଗୁଡିକୁ ବୃଦ୍ଧି କରାଯାଇଛି ।ତାଲା ବନ୍ଦ ସମୟରେ ସମାପ୍ତ ହୋଇଥିବା ସିଜନ୍ ଟିକେଟ୍ ର ବୈଧତା ବୃଦ୍ଧି ରେଳବାଇ ପ୍ରଣାଳୀରେ ଅନ୍ତର୍ଭୂକ୍ତ କରାଯାଇଛି |

LEAVE A REPLY

Please enter your comment!
Please enter your name here