ବିଜେପି ମେୟର ପ୍ରାର୍ଥନୀ ଡାଃ.ସବିତା ସୁଆର ଙ୍କ ବିଭିନ୍ନ ଓ୍ବାର୍ଡ ରେ ପ୍ରଚାର

0
343

ବ୍ରହ୍ମପୁର,୧୪/୦୩/୨୦୨୨:
ଆଜି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଓ୍ୱାର୍ଡ଼ ନଂ ୪ ରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ଡ଼. ସବିତା ସୁଆର ପାଣିଗ୍ରାହୀ ଓ ବିଜେପି କର୍ପୋରେଟର ପାର୍ଥିନୀ ସସ୍ମିତା ସାହୁ ଏବଂ ଓ୍ୱାର୍ଡ଼ ନଂ ୧୦ ରେ କର୍ପୋରେଟର ପ୍ରାର୍ଥନୀ ରତ୍ନଗର୍ଭା ସରସ୍ୱତୀ ଦେବୀଙ୍କ ସହ ନିର୍ବାଚନୀ ପ୍ରଚାର କରିଥିବା ବେଳେ ଅପରାହ୍ନରେ ଓ୍ୱାର୍ଡ଼ ନଂ ୨ ରେ କର୍ପୋରେଟର ପ୍ରାର୍ଥି ଅନୁପ ପଣ୍ଡାଙ୍କ ସହ ମେୟର ପ୍ରାର୍ଥନୀ ନିର୍ବାଚନୀ ପ୍ରଚାର କରିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର,ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି,ଉତ୍ତମ ପାଣିଗ୍ରାହୀ, ଭାବଗ୍ରାହୀ ପାଳ,ବିନାୟକ ରଥ, ଶିବ ଶଙ୍କର ଶତପଥି, ପ୍ରଦୀପ ମିଶ୍ର,ମମତାମୟୀ ରଣା,ସୁନିଲ କୁମାର ସାହୁ,ଏନ୍.ରାଜେନ୍ଦ୍ର କୁମାର, ବିଜୟ ପଣ୍ଡା,ରାଜୀବ ମିଶ୍ର,ରମେଶ ସେଠୀ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତ୍ତା ସାମିଲ୍ ହେଇଥିଲେ ।

LEAVE A REPLY

Please enter your comment!
Please enter your name here