ବ୍ରହ୍ମପୁର- ସୁନା ବେପାରୀଙ୍କ ଘରେ ଆୟକର ବିଭାଗର ଚଢାଉ । – କେ . ପ୍ରସାଦ ରାଓ ସୁବୁଦ୍ଧିଙ୍କ ଘରେ ଚାଲିଛି ଚଢାଉ । – ବ୍ରହ୍ମପୁର ବଡବଜାର ସ୍ଥିତ ଶଙ୍କର ଜୁଏଲରିର ମାଲିକ । – ଗତ ଦୁଇ ଦିନ ତଳେ କଲିକତାରୁ ଶଙ୍କର ଜୁଏଲରୀର ଜଣେ କର୍ମଚାରୀଙ୍କ ଠାରୁ 68 ଲକ୍ଷ 13 ହଜାର ଟଙ୍କା ଜବତ ହୋଇଥିଲା ।

0
230

LEAVE A REPLY

Please enter your comment!
Please enter your name here