ଭାରତୀୟ ମଜଦୁର ସଂଘର ସମୀକ୍ଷା ବୈଠକ

0
289

ବ୍ରହ୍ମପୁର:(୧୧/୮) ଆଜି ଭାରତୀୟ ମଜଦୂର ସଂଘ(ଗଞ୍ଜାମ) ପକ୍ଷରୁ ପ୍ରଶିକ୍ଷଣ ଶିବିର ରାମହରି ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିର ରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଅଙ୍ଗନବାଡି, ଆଶା ସଂଗଠନ ର କର୍ମକର୍ତ୍ତା, ଓଡ଼ିଶା ଗ୍ରାମୀଣ, ଓଡ଼ିଶା କୋଠାବାଡ଼ି ସଂଗଠନ ର କର୍ମ କର୍ତ୍ତା ମାନେ ଯୋଗ ଦେଇଥିଲେ।ଭାରତୀୟ ମଜଦୂର ସଂଘ ର ରାଜ୍ଯ ସଭାପତି ଦିଲ୍ଲିପ କୁମାର ଦାସ, ଭାରତୀୟ ମଜଦୂର ସଂଘ ର ରାଜ୍ଯ ସଂପାଦକ, ଗଞ୍ଜାମ ଓ ଗଜପତି ପ୍ରଭାରୀ ଲିଙ୍ଗରାଜ ସାହୁ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ

LEAVE A REPLY

Please enter your comment!
Please enter your name here