ମେଡିକାଲ ବଞ୍ଚାଅ ଆନ୍ଦୋଳନ ର ୧୦୧ତମ ଘଣ୍ଟଯାତ୍ରା

0
446

ବ୍ରହ୍ମପୁର: (୧୨/୮) ଆମ୍ବୁଲାନ୍ସ ଓ ରୋଗୀଙ୍କ ଯାତାୟାତର ସୁବିଧା ପାଇଁ ଏମ.କେ.ସି.ଜି ମେଡିକାଲର ଦ୍ୱିତୀୟ ଗେଟ ଟିକୁ ତୁରନ୍ତ ଖୋଲିବା ଓ କାର୍ଯ୍ୟରେ ଅନୁପସ୍ଥିତ ରହି ରୋଗୀ ଚିକିତ୍ସାରେ ଅବହେଳା କରୁଥିବା ଡାକ୍ତର ଓ ତାଙ୍କୁ ଘଣ୍ଟଘୋଡାଇ ରଖିଥିବା ଡିନ୍ ଓ ସୁପରିଟେନଡେଣ୍ଟ ବିରୁଦ୍ଧରେ ଦୁଢ କାର୍ଯ୍ୟାନୁଷ୍ଠାନ ଦାବିନେଇ , ଆଜି ନୁଆ ବସଷ୍ଟାଣ୍ଡ ନିକଟସ୍ଥ ଏମକେସିଜି ମେଡିକାଲ ର ଦ୍ୱିତୀୟ ଗେଟ ଠାରେ ୧୦୧ତମ ଘଣ୍ଟଯାତ୍ରା-ଗଣବିକ୍ଷୋଭ ଅନୁଷ୍ଠିତ ହେଇଯାଇଛି।
ଏହି ଗଣବିକ୍ଷୋଭରେ ମାନବ ଅଧିକାର ସୁରକ୍ଷା ମଂଚ ର ସଦସ୍ଯ ମାନେ ଘଣ୍ଟ ପିଟି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here