ଭିଜିଲାନ୍ସ ଜାଲ ରେ ଡାକ୍ତର

0
400
ଭଂଜନଗର, ୨୨/୮/୧୯;ଭଂଜନଗର ଉପଖଣ୍ଡ ମେଡିକାଲ ର ଅଧିକକ୍ଷ ଡାକ୍ତର ପିତାମ୍ବର ଦାସ ୫୦୦୦ ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲ ରେ ପଶିଛନ୍ତି। ଅଭିଯୋଗ କାରୀଣୀ ଶ୍ରୀମତୀ ଭାନୁମତି ବାରିକ ଙ୍କ ସ୍ବାମୀ ଙ୍କ ହାର୍ଣିଆ ଅପେରସନ ପାଇଁ ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଦାସ ଅପେରସନ ପାଇଁ ,ତାଙ୍କୁ ୫୦୦୦ ଟଙ୍କା ଦାବୀ କରିଥିଲେ। ସେ ଏନେଇ ଭିଜିଲାନ୍ସ କାର୍ଯାଳୟ ରେ ଜଣାଇବା ପରେ ଆଜି ଡାକ୍ତର ପିତାମ୍ବର ଦାସ ଲାଂଚ ଟଙ୍କା ଗ୍ରହଣ କରି ପକେଟ ରେ ରଖିବା ବେଳେ ଭିଜିଲାନ୍ସ ଟିମ୍ ଡାକ୍ତର ଙ୍କୁ ମାଡି ବସିଥିଲେ। ତାଙ୍କୁ ଅଧିକ ଜେରା ପାଇଁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯାଳୟ କୁ ଅଣାଯାଇଛି। ଏନେଇ ଭିଜିଲାନ୍ସ ରେ କେଶ ୨୧/ତା୨୧/୮/୧୯ ରେ ମାମଲା ରୁଜୁ ହୋଇଛି

LEAVE A REPLY

Please enter your comment!
Please enter your name here