ପଦ୍ମନାଭପୁର ସାନ ଡୋରାସାହି ଠାରେ ଗଣେଶ ପୂଜା ପାଳନ

0
324

ପଦ୍ମନାଭପୁର, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ଗ୍ରାମର ସାନ ଡୋରା ସାହିରେ ଶ୍ରୀ ଗଣେଶ ଚତୁର୍ଥୀ ମହୋତ୍ସବ ମହା ଆଡମ୍ବର ସହକାର ରେ ପାଳିତ ହୋଇଯାଇଛି। ଏହି ଅବସରରେ ନୀତିକାନ୍ତି ମୁତାବକ ହୋମ ଆଦି ଅନୁଷ୍ଠିତ ହେବା ପରେ ସନ୍ଧ୍ୟା ସମୟରେ ଆଳତୀ ଓ ପୁଷ୍ପାଞ୍ଜଳୀ କାଯ୍ୟକ୍ରମ ହେଇଯାଇଛି। ଏହି ପୂଜାରେ ୟୁ. ଗୁରୁ ମୂର୍ତ୍ତୀ, ଶ୍ରୀଧର,ଚିରଂଜିବି, କିରଣ,ଆକାଶ,ସୁନୀଲ,ତାପସ,ନିରଞ୍ଜନ ରେଡ଼ି, ଜି. ଦିଲେସୁ,. ପ୍ରଦୀପ ସାହୁ ସମେତ ସମସ୍ତ ଯୁବ ସଦସ୍ଯ ମିଳିମିଶି ଏହି ପୂଜା କରିଥିଲେ।

LEAVE A REPLY

Please enter your comment!
Please enter your name here