ଗଞ୍ଜାମ ପ୍ରଶାସନ ପକ୍ଷ ରୁ ବେଳାଭୂମି ବୃକ୍ଷରୋପଣ କାର୍ଯ୍ୟକ୍ରମ

0
290

ଚିକିଟି, ୬/୯/୧୯; ଆଜି ସୁନାପୁର ବେଳାଭୂମିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଉପଜିଲ୍ଲାପାଳ ସିନ୍ଧେ ଦତ୍ତତ୍ରେୟ ଭାଓସାହେବ ଯୋଗ ଦେଇଥିଲେ । ଏହି ଅବସରରେ ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କ ସହ ଆଲୋଚନା କରିବା ସହିତ ସଚେତନ କରିଥିଲେ

LEAVE A REPLY

Please enter your comment!
Please enter your name here