ଚୋରୀ ଅଭିଯୋଗରେ ଯୁବକଙ୍କୁ ଅଧା ଲଣ୍ଡା କରି ଗ୍ରାମ ରେ ବୁଲାଇଲେ

0
222

ଦିଗପହଣ୍ଡି,୮/୯/୧୯ ;ଗଞ୍ଜାମ ଦିଗପହଣ୍ଡି ଥାନା ଛଣମେରି ଗାଁରେ ଚୋରକୁ ଲଣ୍ଡା କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ। କପିଳେଶ୍ବର ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି ଅଭିଯୋଗ ରେ ଛଣମେରୀ ଗ୍ରାମ ର ସୁଦର୍ଶନ ଚୌଧୁରୀ ଙ୍କୁ ଗ୍ରାମବାସୀ ଅଧା ଲଣ୍ଡା କରି ବୁଲାଇଲେ। ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ଆସି ଉଦ୍ଧାର କରିଥିଲେ। ପୋଲିସ,ତାଙ୍କୁ ପ୍ରଥମିକ ଚିକିତ୍ସା କରି ତଦନ୍ତ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here