ମାଣ୍ଡେଲା ଶାନ୍ତିଦୂତ ପୁରସ୍କାର ପାଇଲେ ଡକ୍ଟର ତିରୁପତି ପାଣିଗ୍ରାହୀ

0
243

ପାରଳାଖେମୁଣ୍ଡି/ ନୂଆଦିଲ୍ଲୀ,୨୯/୯– ଆଜି ନୂଆଦିଲ୍ଲୀ ଠାରେ ଏକ କାର୍ଯ୍ୟକ୍ରମ ରେ ପାରଳା ସ୍ୱାଭିମାନ ମଂଚ ର ଆବାହକ ଡକ୍ଟର ତିରୁପତି ପାଣିଗ୍ରାହୀ ଙ୍କୁ ମାଣ୍ଡେଲା ଶାନ୍ତିଦୂତ ପିରସ୍କାର ରେ ସମ୍ମାନିତ କରାଯାଇଛି । ଅନ୍ତରାଷ୍ଟ୍ରୀୟ ଯୁବ କମିଟି (YUC) ର ସଭାପତି ଜୟନ୍ତ ପାତ୍ର , ଡକ୍ଟର ପାଣିଗ୍ରାହୀ ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି . ବହୁ ପଛରେ ପଡିଥିବା ଗଜପତି ଜିଲ୍ଲା କୁ ଶିକ୍ଷା କୃଷି ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ଯେଉଁ ଚେଷ୍ଟା ଜାରି ରଖିଛନ୍ତି ଓ ଏହି ସମ୍ମାନ ପାଇ ସେ ବହୁତ ଗର୍ବିତ ବୋଲି କହିଛନ୍ତୁ। ଏ ପୁରସ୍କାର ପାଇବାପରେ ଗଜପତି ଜିଲ୍ଲା ବାସି ତଥା ଗଜପତି ରାଓ କ୍ରିଷ୍ଣା ରାଇ ବି ବାଲରାଜୁ କୃଷ୍ଣ କୁମାର ବେହେରା ବେନିକ ଗୋମଙ୍ଗ ଏସ ବାଲରାଜୁ ଗବରା ତିରୁପତି ରାଓ ଓ ସ୍ୱାଭିମାନ ମଂଚ ର ସମସ୍ତ ସଦସ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଶେଷ ଭାଗ ରେ ଡକ୍ଟର ପାଣିଗ୍ରାହୀ ଙ୍କ ଜୀବନ କାହାଣୀ କୁ ନେଇ ଏକ ଖୁଦ୍ର ଚଳଚିତ୍ର ପଦର୍ଶନ କରାଯାଇଥିଲା । ଅତିଥି ମନେ ଏହି ଛବି କୁ ଦେଖି ଗୋଟିଏ ଛୋଟିଆ ସହର ରୁ ଯାଇ କିଭଳି ସାରା ଭାରତ ରେ ନା କରିବା କୁ ନେଇ ସମସ୍ତେ ପ୍ରଶଂସା କରିଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here